ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେତନାହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେତନାହୀନତା   ବିଶେଷ୍ୟ

ଅର୍ଥ : ଜଡ଼ ହେବାର ଅବସ୍ଥା ବା ଭାବ

ଉଦାହରଣ : ଜଡ଼ ପଦାର୍ଥରେ ଜଡ଼ତା ମିଳେ

ସମକକ୍ଷ : ଅଚେତନତା, ଚୈତନ୍ୟହୀନତା, ଜୀବନହୀନତା, ଜଡ଼ତା, ଜଡ଼ତ୍ୱ

जड़ होने की अवस्था या भाव।

जड़ पदार्थों में जड़ता पायी जाती है।
अचेतनता, अनात्मा, चेतनहीनता, चेतनाहीनता, जड़ता, जड़त्व, जीवनहीनता, स्तंभ, स्तम्भ

Not having life.

inanimateness, lifelessness

ଅର୍ଥ : ଚେତନାହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : କୁଷ୍ଠରୋଗ ପ୍ରଭାବିତ ଚର୍ମରେ ଚେତନାହୀନତା ଆସିଯାଏ

ସମକକ୍ଷ : ଅନୁଭବଶୂନ୍ୟ, ଚେତନାରହିତ, ଚେତନାଶୂନ୍ୟତା

चेतनाहीन होने की अवस्था या भाव।

कुष्ठ रोग से प्रभावित चर्म में चेतनहीनता आ जाती है।
अचेतनता, अचेतना, असंज्ञता, चेतनाशून्यता, चेतनाहीनता

A state lacking normal awareness of the self or environment.

unconsciousness