ଅର୍ଥ : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
ଉଦାହରଣ :
ଏବେ ବି ଗୁରୁଜୀ ମୋତେ ଚନ୍ଦ୍ରଶେଖର ତାଳ ଶିଖାଇନାହାନ୍ତି
ସମକକ୍ଷ : ଚଂଦ୍ରଶେଖର, ଚଂଦ୍ରଶେଖର ତାଳ, ଚନ୍ଦ୍ରଶେଖର
ଅନ୍ୟ ଭାଷାରେ ଅନୁବାଦ :
संगीत के अष्टतालों में से एक।
गुरुजी ने हमें अभी चंद्रशेखर नहीं सिखाया है।