ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଣା   ବିଶେଷ୍ୟ

ଅର୍ଥ : ନାକ ବା କାନରେ ପିନ୍ଧାଯାଉଥିବା ଏକ ଗହଣା

ଉଦାହରଣ : ସୀତାର କାନରେ ସୁନା ଚଣା ସୁଶୋଭିତ ହେଉଛି

नाक या कान में पहनने का एक गहना।

सीता के कानों में सोने की लौंग सुशोभित है।
काँटा, कांटा, कील, फुलिया, फुल्ली, लवंग, लौंग

ଅର୍ଥ : ଯେଉଁ ଶସ୍ୟ ବିଶେଷକରି ଡାଲି ରୂପରେ ଖିଆ ଯାଏ

ଉଦାହରଣ : ଚଣାଛତୁ ବହୁତ ସ୍ୱାଦିଷ୍ଟ ହୋଇଥାଏ

ସମକକ୍ଷ : ଛୋଲା, ବୁଟ

एक अन्न जो विशेषकर दाल के रूप में खाया जाता है।

चने का सत्तू बहुत ही स्वादिष्ट होता है।
अश्वजीवन, चणक, चनक, चना

Large white roundish Asiatic legume. Usually dried.

chickpea, garbanzo

ଅର୍ଥ : ଏକ ଛୋଟଗଛ ଯାହାର ମଞ୍ଜିକୁ ଡାଲିରୂପେ ବ୍ୟବହାର କରାଯାଏ

ଉଦାହରଣ : ଚାଷୀ ଖେତରେ ଚଣାରେ ପାଣି ମଡ଼ାଉଛି

एक छोटा पौधा जिसके बीज दाल के रूप में उपयोग किए जाते हैं।

किसान खेत में चने की सिंचाई कर रहा है।
चणक, चनक, चना

Asiatic herb cultivated for its short pods with one or two edible seeds.

chickpea, chickpea plant, cicer arietinum, egyptian pea