ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଡ଼େଇବା   କ୍ରିୟାପଦ

ଅର୍ଥ : ଏହି ପ୍ରକାର ଉପରେ ଢାଙ୍କିବା ବା ରଖିବା ଯାହାଦ୍ୱାରା କୌଣସି ବସ୍ତୁ ଲୁଚିଯିବ

ଉଦାହରଣ : ମା ଖାଦ୍ୟପଦାର୍ଥକୁ ଘୋଡ଼େଇ ରଖୁଛନ୍ତି

ସମକକ୍ଷ : ଢାଙ୍କିବା

इस प्रकार ऊपर डालना या फैलाना जिससे कोई वस्तु छिप जाय।

माँ खाद्य पदार्थों को ढँक रही है।
झाँपना, ढँकना, ढकना, ढपना, ढाँकना, ढाँपना, ढाकना, तोपना

Provide with a covering or cause to be covered.

Cover her face with a handkerchief.
Cover the child with a blanket.
Cover the grave with flowers.
cover

ଅର୍ଥ : ଅନ୍ୟର ଶରୀର ବା ଶରୀରର କୌଣସି ଅଂଶକୁ ବସ୍ତ୍ର ଆଦିରେ ଘୋଡ଼େଇବା

ଉଦାହରଣ : ବାପା ଶୋଇଥିବା ପିଲା ଉପରେ କମ୍ବଳ ଘୋଡ଼େଇଦେଲେ

ସମକକ୍ଷ : ଢାଙ୍କିବା

दूसरे के शरीर या शरीर के किसी भाग को वस्त्र आदि से ढाँपना।

पिता ने सोते हुए बच्चे को शाल ओढ़ाया।
उढ़ाना, ओढ़ाना