ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଡ଼କବାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଡ଼କବାଡ଼ି   ବିଶେଷ୍ୟ

ଅର୍ଥ : ପିଲାମାନଙ୍କ ଦ୍ୱାରା ଖେଳା ଯାଉଥିବା ଗୋଟିଏ ପ୍ରକାର କବାଡ଼ି ଯେଉଁଥିରେ ଜଣେ ପିଲା ଘୋଡ଼ା ସାଜି ଗୋଟିଏ ସ୍ଥାନରେ ବସି ରହେ

ଉଦାହରଣ : ଘୋଡ଼କବାଡ଼ିରେ ଗୋଟିଏ ଦଳକୁ ଘୋଡ଼ା ହୋଇଥିବା ବ୍ୟକ୍ତିକୁ ଗୋଡ଼ାଇ ଭିତରକୁ ଆଣିବାକୁ ପଡ଼େ

बच्चों द्वारा खेली जानेवाली एक प्रकर की कबड्डी जिसमें एक लड़का घोड़ा बनकर एक स्थान पर बैठा रहता है।

घोड़कबड्डी में एक दल को घोड़ा बने व्यक्ति को भगाकर एक सीमा के अंदर लाना पड़ता है।
गुड़-कबड्डी, गुड़कबड्डी, घोड़-कबड्डी, घोड़कबड्डी