ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୃଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୃଣା   ବିଶେଷ୍ୟ

ଅର୍ଥ : ଯେଉଁ ମନୋବୃତ୍ତି ଜଣଙ୍କୁ ଖୁବ୍‌ ଖରାପ ଭାବି ସବୁବେଳେ ତାଠାରୁ ଦୂରରେ ରହିବାପାଇଁ ପ୍ରେରଣା ଦିଏ

ଉଦାହରଣ : କାହାକୁ ଘୃଣା କରନାହିଁ କାରଣ ଆମେ ସମସ୍ତେ ଗୋଟିଏ ଈଶ୍ୱରଙ୍କ ସନ୍ତାନ ସେ ମୋତେ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଦେଖିଲା

ସମକକ୍ଷ : ଜୁଗୁପ୍ସା, ବିତୃଷ୍ଣା

वह मनोवृत्ति जो किसी को बहुत बुरा समझकर सदा उससे दूर रहने की प्रेरणा देती है।

जहाँ घृणा होती है वहाँ दया का अभाव होता हैं।
उसने मुझे हक़ारत भरी नज़र से देखा।
अभिक्रोश, अरुचि, आर, गुरेज, गुरेज़, घिन, घृणा, जुगुप्सा, नफरत, नफ़रत, वितृष्णा, हक़ारत, हकारत, हिक़ारत, हिकारत