ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଙ୍ଗୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଙ୍ଗୁର   ବିଶେଷ୍ୟ

ଅର୍ଥ : ସେହି ଗୋଡ଼ିଯୁକ୍ତ ପୋଲା ଧାତୁ ଅଳଙ୍କାର ଯାହା ହଲିଲେ ଝୁମଝୁମ ବାଜେ

ଉଦାହରଣ : ପିଲାର ଅଣ୍ଟାରେ ଘୁଙ୍ଗୁର ବନ୍ଧା ହୋଇଥିଲା

ସମକକ୍ଷ : ନୂପୁର, ମଞ୍ଜୀର

धातु की वह पोली गुरिया जो हिलने से घनघन बजती है।

बच्चे की कमर में घुँघरू बँधा हुआ था।
घंटिका, घुँघरू, नूपुर, नेवर, पादकटक, पादकीलिका, मंजिर

A hollow device made of metal that makes a ringing sound when struck.

bell

ଅର୍ଥ : ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ

ଉଦାହରଣ : ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି

नाचने वालों के पैरों का एक आभूषण।

प्रसिद्ध नर्तक बैजू महाराजजी अपने घुँघरू से कई तरह की आवाज़ें निकालते हैं।
घुँघरू, चौरासी

ଅର୍ଥ : ଧାତୁରେ ତିଆରି ହୋଇଥିବା ପୋଲା ଗୋଡ଼ିଯୁକ୍ତ ମାଳ

ଉଦାହରଣ : ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା

ସମକକ୍ଷ : ଘୁଂଗୁର

धातु की बनी हुई पोली गुरियों की लड़ी।

वह घुँघरू पहन कर नृत्य कर रही थी।
घुँघरू, मंजीर