ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାସ   ବିଶେଷ୍ୟ

ଅର୍ଥ : ଯେଉଁ ଉଦ୍ଭିଦକୁ ଚତୁଷ୍ପଦୀମାନେ ଚରନ୍ତି

ଉଦାହରଣ : ଗାଈ ପଡ଼ିଆରେ ଘାସ ଚରୁଛି

ସମକକ୍ଷ : ତୃଣ

वह उद्भिज्ज जिसे चौपाए चरते हैं।

गाय चारागाह में घास चर रही है।
खर, घास, तृण, महावरा, मोहना, शस्य, शाद

ଅର୍ଥ : ଖରିଫ ଫସଲ କାଟିବା ପରେ ବୁଣା ଯାଉଥିବା ଆଖୁ

ଉଦାହରଣ : କୃଷକ ଘାସ ବୁଣୁଛି

खरीफ की फसल काटने के बाद बोया जानेवाला गन्ना।

किसान खरिक बो रहा है।
खरिक

ଅର୍ଥ : ହଳ ହୋଇଥିବା ଜମିରେ ଉଠିଥିବା ଘାସଫାସ

ଉଦାହରଣ : ଚାଷୀ ଘାସ ଆଦି ସଫା କରୁଛି

जोते हुए खेत में निकला हुआ घासफूस।

किसान आकन की सफाई करने में लगा है।
आकन