ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାଟଖୁଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାଟଖୁଣ୍ଟ   ବିଶେଷ୍ୟ

ଅର୍ଥ : ଘାଟରେ ପୋତା ହୋଇଥିବା ବଡ଼ ଖୁଣ୍ଟ ଯେଉଁଥିରେ ଡଙ୍ଗା ବନ୍ଧାଯାଏ

ଉଦାହରଣ : ପ୍ରତିଦିନ ସଂଧ୍ୟା ହେବାକ୍ଷଣି ନାଉରିଆ ଡଙ୍ଗାକୁ ଘାଟଖୁଣ୍ଟରେ ବାନ୍ଧିଦିଏ

घाट पर गड़ा हुआ वह बड़ा खूँटा जिससे नाव बाँधी जाती है।

रोज़ शाम होते ही नाविक नाव को दाँती से बाँध देता है।
कूपक, दाँती