ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଣ୍ଟ   ବିଶେଷ୍ୟ

ଅର୍ଥ : ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ

ଉଦାହରଣ : ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ

ସମକକ୍ଷ : ଘଣ୍ଟା

धातु का विशेषकर एक गोल बाजा जिस पर हथौड़े आदि से वार करने पर आवाज़ निकलती है।

घंटे की टनटन सुनकर बच्चे कक्षा की ओर दौड़े।
घंट, घंटा, घंटार, घण्ट, घण्टा

A percussion instrument consisting of a metal plate that is struck with a softheaded drumstick.

gong, tam-tam