ଅର୍ଥ : ଗଳାର ଯେଉଁ ହାଡ଼ଟି ଆଗକୁ ବାହାରି ପଡ଼ିଛି
ଉଦାହରଣ :
ଗଳାର ଘଣ୍ଟିକା ପାଖ ଜାଗାଟି ବହୁତ କୋମଳ
ଅନ୍ୟ ଭାଷାରେ ଅନୁବାଦ :
A U-shaped bone at the base of the tongue that supports the tongue muscles.
hyoid, hyoid bone, os hyoideumଅର୍ଥ : ଗଳାର ଯେଊଁ ନଳୀ ସାହାଯ୍ୟରେ ଖାଦ୍ୟ ପାନୀୟ ପେଟକୁ ଯାଇଥାଏ
ଉଦାହରଣ :
ବେଶି ପାଟି କରିବୁତ ତଣ୍ଟି ଚିପିଦେବି
ସମକକ୍ଷ : ତଣ୍ଟି
ଅନ୍ୟ ଭାଷାରେ ଅନୁବାଦ :