ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଣା   ବିଶେଷ୍ୟ

ଅର୍ଥ : ତେଲ ବା ଆଖୁ ଆଦି ପେଡ଼ିବା ଯନ୍ତ୍ର

ଉଦାହରଣ : କୃଷକ ଘଣାରେ ଆଖୁ ପେଡ଼ୁଛି

तेल या गन्ना आदि पेरने का यंत्र।

किसान कोल्हू में गन्ने पेर रहा है।
कोल्हू

Any machine that exerts pressure to form or shape or cut materials or extract liquids or compress solids.

mechanical press, press

ଅର୍ଥ : ଆଖୁ ପେଶିବା ଏବଂ ଗୁଡ଼ ତିଆରି କରିବାର ସ୍ଥାନ

ଉଦାହରଣ : ଜେଜେ ଘଣାରେ ଆଖୁ ପେଶାଉଛନ୍ତି

ସମକକ୍ଷ : ଆଖୁଶାଳ

ऊख पेरने और गुड़ बनाने की जगह।

दादाजी कोल्हाड़ में ऊख पेरवा रहे हैं।
कोल्हाड़, कोल्हूआड़