ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଟଣା-କ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଟଣା-କ୍ରମ   ବିଶେଷ୍ୟ

ଅର୍ଥ : କ୍ରମାନ୍ବୟରେ ଗୋଟିଏ ପରେ ଗୋଟିଏ ଘଟିଥିବା ଘଟଣା

ଉଦାହରଣ : ଗୋଟିଏ ଘଟଣା କ୍ରମରେ ଚାରିଜଣ ଦୋଷୀଙ୍କୁ ଖୋଜା ଚାଲିଛି

ସମକକ୍ଷ : ଘଟଣା କ୍ରମ, ଘଟଣା ଚକ୍ର, ଘଟଣା-ଚକ୍ର

एक के बाद एक होने वाली घटनाओं का क्रम या सिलसिला।

एक और घटना क्रम में चार अपराधियों की तलाश है।
घटना क्रम, घटना चक्र, घटना-क्रम, घटना-चक्र, घटनाक्रम, घटनाचक्र

A periodically repeated sequence of events.

A cycle of reprisal and retaliation.
cycle