ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଟଣା କ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଟଣା କ୍ରମ   ବିଶେଷ୍ୟ

ଅର୍ଥ : କ୍ରମାନ୍ବୟରେ ଗୋଟିଏ ପରେ ଗୋଟିଏ ଘଟିଥିବା ଘଟଣା

ଉଦାହରଣ : ଗୋଟିଏ ଘଟଣା କ୍ରମରେ ଚାରିଜଣ ଦୋଷୀଙ୍କୁ ଖୋଜା ଚାଲିଛି

ସମକକ୍ଷ : ଘଟଣା ଚକ୍ର, ଘଟଣା-କ୍ରମ, ଘଟଣା-ଚକ୍ର

एक के बाद एक होने वाली घटनाओं का क्रम या सिलसिला।

एक और घटना क्रम में चार अपराधियों की तलाश है।
घटना क्रम, घटना चक्र, घटना-क्रम, घटना-चक्र, घटनाक्रम, घटनाचक्र

A periodically repeated sequence of events.

A cycle of reprisal and retaliation.
cycle