ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରହଚଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରହଚଳନ   ବିଶେଷ୍ୟ

ଅର୍ଥ : ଜ୍ୟୋତିଷଶାସ୍ତ୍ରାନୁସାରେ କୌଣସି ଗ୍ରହ, ନକ୍ଷତ୍ରର ଅୟନାଂଶରୁ ଅପସରି ଘୁରିବା ବା ଏପଟସେପଟ ହେବାର ପ୍ରକ୍ରିୟା

ଉଦାହରଣ : ଜ୍ୟୋତିଷାଚାର୍ଯ୍ୟ ଗ୍ରହଚଳନର ପ୍ରଭାବ ବିଷୟରେ କହୁଛନ୍ତି

ସମକକ୍ଷ : ନକ୍ଷତ୍ର ଚଳନ

ज्योतिषशास्त्र के अनुसार किसी ग्रह, नक्षत्र का अयनांश से हटकर चलने या कुछ इधर या उधर होने की क्रिया।

ज्योतिषाचार्यजी वलन का प्रभाव बता रहे हैं।
वलन