ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଯାହାଙ୍କୁ ଭଗବାନଙ୍କ ଅବତାର ବୋଲି ବିଚାର କରାଯାଏ
ଉଦାହରଣ : ଗୌତମବୁଦ୍ଧଙ୍କ ପରିନିର୍ବାଣ ସ୍ଥଳୀ ହେଉଛି କୁଶୀନଗର
ସମକକ୍ଷ : ଗୌତମବୁଦ୍ଧ, ତଥାଗତ, ବୁଦ୍ଧ, ବୁଦ୍ଧଦେବ
ଅନ୍ୟ ଭାଷାରେ ଅନୁବାଦ :हिन्दी
बौद्ध धर्म के प्रवर्तक जिन्हें विष्णु भगवान का अवतार माना जाता है।
ଅର୍ଥ : ନ୍ୟାୟଶାସ୍ତ୍ରର ଆଚାର୍ଯ୍ୟ ଓ ଜଣେ ପ୍ରସିଦ୍ଧ ଋଷି
ଉଦାହରଣ : ଗୌତମ ଋଷିଙ୍କ ପତ୍ନୀଙ୍କ ନାମ ଅହଲ୍ୟା ଥିଲା
ସମକକ୍ଷ : ଗୌତମ ଋଷି
ଅନ୍ୟ ଭାଷାରେ ଅନୁବାଦ :हिन्दी English
न्यायशास्त्र के आचार्य एक प्रसिद्ध ऋषि।
A mentor in spiritual and philosophical topics who is renowned for profound wisdom.
ସଂସ୍ଥାପନ କରନ୍ତୁ