ଅର୍ଥ : କୌଣସି ଗୋତ୍ର ବିଶେଷର ନାମ ସଂସ୍ଥାପକ ବା ଯାହାଙ୍କ ନାମ ଅନୁସାରେ କୌଣସି ଗୋତ୍ର ଚଳୁଛି
ଉଦାହରଣ :
ଆପଣଙ୍କ ଗୋତ୍ରକାର କିଏ?ଆମର ଗୋତ୍ରକାର କଶ୍ୟପ ଋଷି
ସମକକ୍ଷ : ଗୋତ୍ରକାର
ଅନ୍ୟ ଭାଷାରେ ଅନୁବାଦ :
किसी गोत्र विशेष का नामिक संस्थापक या जिसके नाम पर कोई गोत्र चला हो।
आपके गोत्रकार कौन हैं ? हमारे गोत्रकार कश्यप ऋषि हैं।ଅର୍ଥ : ଯାହାଙ୍କ ନାଁରୁ କୌଣସି ଗୋତ୍ରର ଉତ୍ପତ୍ତି ହୋଇଛି
ଉଦାହରଣ :
ବୈମ୍ୟ ଜଣେ ଗୋତ୍ରକାର ଋଷି ଥିଲେ
ସମକକ୍ଷ : ଗୋତ୍ର-ପ୍ରବର୍ତକ, ଗୋତ୍ରକାର
ଅନ୍ୟ ଭାଷାରେ ଅନୁବାଦ :
जिसके नाम से किसी गोत्र की उत्पत्ति हुई हो।
वैम्य एक गोत्रकार ऋषि थे।