ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପ୍ତଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପ୍ତଚର   ବିଶେଷ୍ୟ

ଅର୍ଥ : ଭେଦ ବା ଭିତରି ରହସ୍ୟ ଜଣିବାଲୋକ

ଉଦାହରଣ : ଭେଦୁଆ ପୂରା ରହସ୍ୟ ଖୋଲିଦେଲା

ସମକକ୍ଷ : ଭେଦୀ, ଭେଦୁଆ

भेद या भीतरी रहस्य जाननेवाला।

भेदिये ने पूरे रहस्य का खुलासा किया।
भेदिया, भेदी, भेदू, राजदान, राजदार, राज़दान, राज़दार

An officer of a corporation or others who have access to private information about the corporation's operations.

insider

ଅର୍ଥ : ଗୁପ୍ତରେ କୌଣସି ଖବର ସନ୍ଧାନ କରୁଥିବା ବ୍ୟକ୍ତି

ଉଦାହରଣ : ଗୁପ୍ତଚରଙ୍କ ସୂଚନା ଅନୁସାରେ ନକଲି ନୋଟ୍‌ ଛାପୁଥିବା ଗୋଟିଏ ଦଳକୁ ପୋଲିସ୍ ଧରିଛନ୍ତି

ସମକକ୍ଷ : ଗୁଇନ୍ଦା, ଗୋଇନ୍ଦା

जासूसी करके या गुप्त रूप से किसी बात का पता लगानेवाला।

जासूस की सूचना पर पुलिस ने नक़ली नोट छापनेवाले एक गिरोह को पकड़ा है।
अवसर्प, इमचार, गुप्तचर, जासूस, प्रतिष्क, भेदिया, भेदू, मित्रविद्, मुखबिर, मुख़बिर, हेरिक