ଅର୍ଥ : ଯେଉଁଥିରେ ବହୁତ ଗୁଣ ଅଛି
ଉଦାହରଣ :
ଗୁଣୀ ବ୍ୟକ୍ତି ନିଜଗୁଣ କାରଣରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥାଏ
ସମକକ୍ଷ :
ଗୁଣଧାରୀ, ଗୁଣନିଧି, ଗୁଣାକର
ଅନ୍ୟ ଭାଷାରେ ଅନୁବାଦ :
जिसमें बहुत से गुण हों।
गुणाकर व्यक्ति अपने गुणों के कारण सबकी प्रशंसा का पात्र होता है।
गुणनिधान,
गुणाकर