ଅର୍ଥ : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
ଉଦାହରଣ :
ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
ଅନ୍ୟ ଭାଷାରେ ଅନୁବାଦ :
Any substance that causes injury or illness or death of a living organism.
poison, poisonous substance, toxicantଅର୍ଥ : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
ଉଦାହରଣ :
ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
ସମକକ୍ଷ : କାଳକୂଟ, କାଳକୂଟ ବିଷ, ହଳାହଳ, ହଳାହଳ ବିଷ
ଅନ୍ୟ ଭାଷାରେ ଅନୁବାଦ :