ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଭର୍ଣ୍ଣର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଭର୍ଣ୍ଣର   ବିଶେଷ୍ୟ

ଅର୍ଥ : ଭାରତର କୌଣସି ରାଜ୍ୟର ପ୍ରଧାନ ଶାସକ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି

ଉଦାହରଣ : ଭାରତରେ ରାଜ୍ୟପାଳଙ୍କ ନିର୍ବାଚନ ସାଧାରଣ ନିର୍ବାଚନଦ୍ୱାରା ହୁଏ ନାହିଁ

ସମକକ୍ଷ : ରାଜ୍ୟପାଳ

भारत के किसी राज्य का प्रधान शासक जो केंद्र सरकार द्वारा नियुक्त किया जाता है।

भारत में राज्यपाल का निर्वाचन आम चुनाव के द्वारा नहीं होता है।
गवरनर, गवर्नर, राज्यपाल

The head of a state government.

governor

ଅର୍ଥ : ରିଜର୍ଭ ବ୍ୟାଙ୍କର ଜଣେ ବଡ ଅଧିକାରୀ

ଉଦାହରଣ : ଗଭର୍ଣ୍ଣରଙ୍କ ଆଦେଶରେ ହିଁ ନୋଟ ଆଦି ତିଆରି କରାଯାଏ

रिजर्व बैंक का एक बड़ा अधिकारी।

गवर्नर के आदेश से ही नोट आदि जारी किए जाते हैं।
गवर्नर

Someone who is appointed or elected to an office and who holds a position of trust.

He is an officer of the court.
The club elected its officers for the coming year.
officeholder, officer