ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଦି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଦି   ବିଶେଷ୍ୟ

ଅର୍ଥ : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ

ଉଦାହରଣ : ସେ ଖଟରେ ବିଛଣା ବିଛାଉଛି

ସମକକ୍ଷ : ବିଛଣା, ଶେଯ

वे कपड़े, गद्दे आदि जो सोने या बैठने के लिए बिछाए जाते हैं।

वह खाट पर बिस्तर बिछा रही है।
आस्तर, आस्तरण, बिछावन, बिछौना, बिस्तर

Linen or cotton articles for a bed (as sheets and pillowcases).

bed linen

ଅର୍ଥ : ବ୍ୟବସାୟୀ, ଦୋକାନୀଆଦିଙ୍କ ବସିବାର ଆସନ

ଉଦାହରଣ : ଦୋକାନୀ ଗଦି ଉପରେ ବସି ଜିନିଷର ସୂଚୀ ତିଆରି କରୁଛି

व्यवसायी, दुकानदार आदि के बैठने का आसन।

दुकानदार गद्दी पर बैठकर सामानों की सूची तैयार कर रहा था।
गद्दी

A soft bag filled with air or a mass of padding such as feathers or foam rubber etc..

cushion

ଅର୍ଥ : ପଶୁମାନଙ୍କ ଶୋଭାପାଇଁ ପିଠିରେ ପକାଯାଉଥିବା ଏକ ଚାରିଚଉରସ ବସ୍ତ୍ର

ଉଦାହରଣ : ଘୋଡ଼ା ପିଠିରେ ରେଶମୀ ଗଦି ସୁଶୋଭିତ ହେଉଛି

चौपायों की पीठ पर शोभा के लिए डालने का चौकोर वस्त्र।

घोड़े की पीठ पर रेशमी झूल सुशोभित थी।
झूल

ଅର୍ଥ : ତୁଳାଆଦିରେ ଭରା ହୋଇଥିବା ମୋଟା ଓ କୋମଳ ବିଛଣା

ଉଦାହରଣ : ସେ ଗଦି ଉପରେ ଶୋଇଛି

रुई,पयाल आदि से भरा हुआ मोटा और गुदगुदा बिछौना।

वह गद्दे पर सोया हुआ है।
गदेला, गद्दा

A large thick pad filled with resilient material and often incorporating coiled springs, used as a bed or part of a bed.

mattress

ଅର୍ଥ : ମୋଟା ଓ ମୁଲାୟମ ବିଛଣା

ଉଦାହରଣ : ଶେଠ ଗଦି ଉପରେ ଶୋଇଛନ୍ତି

मोटा और मुलायम बिछौना।

सेठ गिलम पर सोया हुआ है।
गिलम, गिलिम