ଅର୍ଥ : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
ଉଦାହରଣ :
ଏହି ଗଛର ଗଣ୍ଡି ବହୁତ ସରୁ
ସମକକ୍ଷ : କାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ଉଦାହରଣ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ସମକକ୍ଷ : ଅବଧି, ଚୌହଦି, ଧାର, ପରିସୀମା, ସୀମା
ଅନ୍ୟ ଭାଷାରେ ଅନୁବାଦ :
The point or degree to which something extends.
The extent of the damage.ଅର୍ଥ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
ଉଦାହରଣ :
ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
ସମକକ୍ଷ : ପାଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
ଉଦାହରଣ :
ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
ଉଦାହରଣ :
ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
ସମକକ୍ଷ : ମୁଣ୍ଡହୀନ ଶରୀର
ଅନ୍ୟ ଭାଷାରେ ଅନୁବାଦ :
Not having a head or formed without a head.
The headless horseman.