ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଂଧମାଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଂଧମାଦନ   ବିଶେଷ୍ୟ

ଅର୍ଥ : ଗୋଟିଏ ପୌରାଣିକ ପର୍ବତ

ଉଦାହରଣ : ଗନ୍ଧମାଦନ ପର୍ବତର ବର୍ଣ୍ଣନା ରାମାୟଣରେ ବି ମିଳେ

ସମକକ୍ଷ : ଗଂଧମାଦନ ପର୍ବତ, ଗନ୍ଧମାଦନ, ଗନ୍ଧମାଦନ ପର୍ବତ

एक पौराणिक पर्वत।

गन्धमादन का वर्णन रामायण में भी मिलता है।
गंधमादन, गन्धमादन

A land mass that projects well above its surroundings. Higher than a hill.

mount, mountain

ଅର୍ଥ : ରାମଙ୍କ ସେନାର ଜଣେ ସେନାପତି

ଉଦାହରଣ : ଗନ୍ଧମାଦନ ବହୁତ ବଳଶାଳୀ ଥିଲେ

ସମକକ୍ଷ : ଗନ୍ଧମାଦନ

राम की सेना में एक सेनानायक।

गन्धमादन बहुत बलशाली थे।
गंधमादन, गन्धमादन

An imaginary being of myth or fable.

mythical being