ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୁଖିବା ବା ସଙ୍କୁଚିତ ହେବା ଫଳରେ ସ୍ଥାନେସ୍ଥାନେ ଫାଟିଯାଇଥିବା କୌଣସି ବସ୍ତୁର ପତଳା ପରସ୍ତ
ଉଦାହରଣ : ପାଣି ଅଭାବରୁ ବିଲରେ ଖୋଳପା ଉଠିଲାଣି
ଅନ୍ୟ ଭାଷାରେ ଅନୁବାଦ :हिन्दी English
सूखकर या सिकुड़ने से जगह-जगह चिटकी हुई किसी वस्तु की पतली परत।
A hard outer layer that covers something.
ଅର୍ଥ : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
ଉଦାହରଣ : ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
ସମକକ୍ଷ : ଆବରଣ, ଚୋପା
वह ऊपरी परत जिसके अंदर या नीचे कोई जीव रहता हो।
A hard outer covering as of some amoebas and sea urchins.
ସଂସ୍ଥାପନ କରନ୍ତୁ