ଅର୍ଥ : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
ଉଦାହରଣ :
ପାରା ଛାତଉପରେ ଦାନା ଖୁଣ୍ଟୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଳ୍ପଅଳ୍ପ କାଟିକରି ଖାଇବା
ଉଦାହରଣ :
ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି
ସମକକ୍ଷ : ଖୁଣ୍ଟି ଖାଇବା, ଟୋକିବା
ଅନ୍ୟ ଭାଷାରେ ଅନୁବାଦ :