ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ଉପଯୁକ୍ତ ମାତ୍ରା (ବିଶେଷ୍ୟ)
ଯେଉଁ ମାତ୍ରା ବଦଳେ ନାହିଁ ବା ଅପରିବର୍ତ୍ତିତ ରହେ
ଔରଙ୍ଗଜେବ (ବିଶେଷ୍ୟ)
ଯେଉଁ ମୋଗଲ ଶାସକ ଶାହାଜାହାନଙ୍କ ପୁତ୍ର ଥିଲେ
ଅନୁଚ୍ଛେଦ (ବିଶେଷ୍ୟ)
ନିୟମାବଳୀ,ବିଧାନ, ଜ୍ଞାନ ଆଦିର କୌଣସି ଏକ ବିଶିଷ୍ଟ ଅଙ୍ଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ଉପରେ ବିବେଚନା ହୋଇଥାଏ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ସୁରଭି (ବିଶେଷ୍ୟ)
ପୁରାଣାନୁସାରେ ଯେଉଁ ଗାଈ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି
କୋଷାଗାର (ବିଶେଷ୍ୟ)
ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ଶୁକ (ବିଶେଷ୍ୟ)
ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି