ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଁ   ବିଶେଷ୍ୟ

ଅର୍ଥ : ପଠାଣମାନଙ୍କ ଏକ ଉପାଧି

ଉଦାହରଣ : ଆଜି ମୁଁ ଖାଁ ସାହବଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲି

ସମକକ୍ଷ : ଖାନ୍‌

पठानों की एक उपाधि।

आज मैं खान साहब से मिलने गया था।
ख़ाँ, ख़ान, खाँ, खान

ଅର୍ଥ : ପ୍ରଭାବଶାଳୀ ମୁସଲମାନ ବିଶେଷକରି ଏସୀୟ ପଠାଣ ଶାସକମାନଙ୍କର ଏକ ଉପାଧି

ଉଦାହରଣ : ବାଦଶାହ ଖାଁକୁ ଏକ ଜାଗିର ଦେଲେ

ସମକକ୍ଷ : ଖାନ୍

प्रभावशाली मुसलमानों विशेषकर एशियाई पठान शासकों की एक उपाधि।

बादशाह ने खान को एक जागीर दे दी।
ख़ान, खान

A title given to rulers or other important people in Asian countries.

khan