ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖରାପ ଗ୍ରହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖରାପ ଗ୍ରହ   ବିଶେଷ୍ୟ

ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଅଶୁଭ ଗ୍ରହ

ଉଦାହରଣ : ଶନି, ରାହୁ, କେତୁଆଦିଙ୍କୁ ଅଶୁଭ ଗ୍ରହ ଭାବେ ଗ୍ରହଣ କରାଯାଏ

ସମକକ୍ଷ : ଅଶୁଭ ଗ୍ରହ, କୁଗ୍ରହ, ଦୁର୍ଗ୍ରହ, ଦୁଷ୍ଟ ଗ୍ରହ, ମନ୍ଦ ଗ୍ରହ

फलित ज्योतिष के अनुसार अशुभ ग्रह।

शनि, राहु, केतु आदि को दुर्ग्रह माना गया है।
अशुभ ग्रह, दुर्ग्रह