ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖରା ପୋଇଁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖରା ପୋଇଁବା   ବିଶେଷ୍ୟ

ଅର୍ଥ : ଖରାରେ ଏକ ପ୍ରକାର ବସିବା ବା ଶୋଇବା କ୍ରିୟା ଯାହା ଦ୍ୱାରା ପୂରା ଶରୀର ଉପରେ ତାର ପ୍ରଭାବପଡ଼େ

ଉଦାହରଣ : ସେ ଶୀତ ଦିନରେ ସକାଳୁସକାଳୁ ଖରା ପୋଇଁ ହୁଏ

ସମକକ୍ଷ : ଖରା ପୁଆଁଇବା, ଖରା ପୁଇଁବା, ସୂର୍ଯ୍ୟସ୍ନାନ

धूप में इस प्रकार बैठने या लेटने की क्रिया कि सारे शरीर पर उसका प्रभाव पड़े।

वह जाड़े के दिनों में सुबह-सुबह धूपस्नान करता है।
आतप-स्नान, धूप स्नान, धूप-स्नान

Immersing the body in sunlight.

sun bathing