ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଟ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବଡ଼ ଖଟ

ଉଦାହରଣ : ମା’ ଛୁଆକୁ ପଲଙ୍କରେ ଶୁଆଇଦେଲା

ସମକକ୍ଷ : ପଲଙ୍କ

एक प्रकार की बड़ी चारपाई।

माँ ने बच्चे को पलंग पर सुला दिया।
अवस्तार, पर्यंक, पलंग, पालिक, मँझा, मंझा, मेच

A piece of furniture that provides a place to sleep.

He sat on the edge of the bed.
The room had only a bed and chair.
bed

ଅର୍ଥ : ସ୍ତମ୍ଭ, ପଟିଆଦିରେ ତିଆରି ହୋଇଥିବା ତଥା ଦଉଡ଼ିଆଦିରେ ବୁଣା ହୋଇଥିବା ଏକ ଚଉଖୁଣ୍ଟିଆ ବସ୍ତୁ ଯାହା ଉପରେ ଲୋକେ ବିଛଣା ବିଛାଇ ଶୁଅନ୍ତି

ଉଦାହରଣ : ମାଆ ଖଟ ଉପରେ ପିଲାକୁ ଶୁଆଇଦେଲେ

ସମକକ୍ଷ : ଖଟିଆ

पायों, पाटियों आदि की बनी हुई तथा रस्सियों आदि से बुनी हुई एक चौकोर वस्तु जिस पर लोग बिछौना बिछाकर सोते हैं।

माँ ने खाट पर बच्चे को सुला दिया।
खटिया, खाट, चारपाई, मँझा, मंझा