ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଜୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଜୁରୀ   ବିଶେଷ୍ୟ

ଅର୍ଥ : ପିଣ୍ଡଖଜୁର ଫଳ ଯାହା ଶୁଖିଲାଫଳ ମଧ୍ୟରେ ଗଣାଯାଏ

ଉଦାହରଣ : କକା କାନ୍ଦୁଥିବା ପିଲାକୁ ଖଜୁରୀ ଖାଇବାକୁ ଦେଲେ

ସମକକ୍ଷ : ଖଜୁର, ଖଜୁରି, ଖର୍ଜୁର

पिंडखजूर का फल जो मेवा के अन्तर्गत आता है।

चाचाजी ने रोते हुए बच्चे को छुहारा खाने के लिए दिया।
खुरमा, छुहारा, छोहारा, नीलच्छद, ह्रस्वफल

Sweet edible fruit of the date palm with a single long woody seed.

date

ଅର୍ଥ : ନେପାଳର ପର୍ବତାଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଛୋଟ ଖଜୁରୀ|

ଉଦାହରଣ : ଖଜୁରୀ ପତ୍ରଗୁଡିକରେ ମଧ୍ୟ ଚଟାଇ ତିଆରି କରାଯାଏ କିନ୍ତୁ ତାର ଫଳ ଅନୁପଯୋଗୀ ହୋଇଥାଏ

ସମକକ୍ଷ : ଖଜରା

नेपाल की तराई में होने वाला एक प्रकार का छोटा खजूर।

खजुरहट की पत्तियों से तो चटाई बनाई जाती है पर फल अनुपयोगी होते हैं।
खजुरहट, खजुरहटी

Tall tropical feather palm tree native to Syria bearing sweet edible fruit.

date palm, phoenix dactylifera