ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋକିଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋକିଳ   ବିଶେଷ୍ୟ

ଅର୍ଥ : ଏକ କଳା ରଙ୍ଗର ଚଢ଼େଇ ଯାହାର ସ୍ୱର ମଧୁର

ଉଦାହରଣ : କୋଇଲିର ସ୍ୱର ମନକୁ ମୋହିନିଏ

ସମକକ୍ଷ : କାମଦୂତ, କୋଇଲି, ପିକ, ମଦନଦୂତ

Any of numerous European and North American birds having pointed wings and a long tail.

cuckoo

ଅର୍ଥ : ଛପୟ ଛନ୍ଦର ଗୋଟିଏ ଭେଦ

ଉଦାହରଣ : କୋକିଳରେ ଶହେଟି ବର୍ଣ୍ଣ ଏବଂ ଏକ ଶହ ବାଉନଟି ମାତ୍ରା ଥାଏ

छप्पय छंद का एक भेद।

कोकिल में सौ वर्ण एवं एक सौ बावन मात्राएँ होती हैं।
कोकिल