ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଇଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଇଲି   ବିଶେଷ୍ୟ

ଅର୍ଥ : ଆମ୍ବ ଟାକୁଆ ଭିତରେ ଥିବା ଶସ

ଉଦାହରଣ : ପିଲାଟି ଆମ୍ବ ଟାକୁଆ ଭାଙ୍ଗି କୋଇଲି ବାହାର କରୁଛି

ସମକକ୍ଷ : ଆମ୍ବ ଟାକୁଆ ଭିତର ଶସ

आम की गुठली के अंदर की गिरी।

बच्चा आम की गुठली को तोड़कर बिजली निकाल रहा है।
बिजली

ଅର୍ଥ : ଏକ କଳା ରଙ୍ଗର ଚଢ଼େଇ ଯାହାର ସ୍ୱର ମଧୁର

ଉଦାହରଣ : କୋଇଲିର ସ୍ୱର ମନକୁ ମୋହିନିଏ

ସମକକ୍ଷ : କାମଦୂତ, କୋକିଳ, ପିକ, ମଦନଦୂତ

Any of numerous European and North American birds having pointed wings and a long tail.

cuckoo