ଅର୍ଥ : କେବେ ନା କେବେ
ଉଦାହରଣ :
ତାକୁ ମୋ କଥା କେବେ ନା କେବେ ମାନିବାକୁ ପଡ଼ିବ
ସମକକ୍ଷ : କେବେ ନା କେବେ, କେବେହେଲେ ବି, ବିଳମ୍ବରେ ବା ସହଳ
ଅନ୍ୟ ଭାଷାରେ ଅନୁବାଦ :
At some indefinite or unstated time.
Let's get together sometime.ଅର୍ଥ : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
ଉଦାହରଣ :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
ଅନ୍ୟ ଭାଷାରେ ଅନୁବାଦ :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।