ଅର୍ଥ : ନୌକା ଚଳାଇବା କାମ କରୁଥିବା ଏକ ଜାତି
ଉଦାହରଣ :
ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
ସମକକ୍ଷ : ନାବିକ, ମଲ୍ହା, ମଲ୍ହା ଜାତି
ଅର୍ଥ : ଜୀବିକା ନିର୍ବାହ ପାଇଁ ମାଛ ମାରିବା ବା ଧରିବା କାମ ବା ପେଶା
ଉଦାହରଣ :
କିଛି କେଉଟ ନଦୀରେ ମାଛ ମାରୁଛନ୍ତି
ସମକକ୍ଷ : ଧୀବର