ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମେରୁଦଣ୍ଡୀ ପ୍ରାଣୀଙ୍କର ତନ୍ତ୍ରିକା ତନ୍ତ୍ରର ଯେଉଁ ଭାଗରେ ମସ୍ତିଷ୍କ ଏବଂ ମେରୁ ରଜ୍ଜୁ ଆସେ
ଉଦାହରଣ : କେନ୍ଦ୍ରୀୟ ତନ୍ତ୍ରିକା ତନ୍ତ୍ରରେ ବିକାର ହେଲେ ପାର୍କିନ୍ସନ ରୋଗ ହୁଏ
ସମକକ୍ଷ : କେନ୍ଦ୍ରୀୟ ତନ୍ତ୍ରିକା ତନ୍ତ୍ର, କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ
कशेरुकी जंतुओं के तंत्रिकातंत्र का वह भाग जिसमें मस्तिष्क और मेरुरज्जु आते हैं।
The portion of the vertebrate nervous system consisting of the brain and spinal cord.