ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃଷ୍ଣସାରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃଷ୍ଣସାରିକା   ବିଶେଷ୍ୟ

ଅର୍ଥ : ଏକ ଛୋଟ କଳା ପକ୍ଷୀ

ଉଦାହରଣ : ଶ୍ୟାମା ପକ୍ଷୀର ସୁମଧୁର କଣ୍ଠ ବର୍ଷସାରା ଶୁଣିବାକୁ ମିଳେ

ସମକକ୍ଷ : କାଳିକା, ଶ୍ୟାମା ପକ୍ଷୀ

एक छोटा काला पक्षी।

श्यामा की सुमधुर आवाज बारहों महीने सुनाई देती है।
कालिका, कृष्णसारिका, दुर्गा, शकुनी, श्यामा