ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜପାଇଁ କରାଯାଇଥିବା ଉପକାରକୁ ଅସ୍ୱୀକାର କରିବା ଲୋକ
ଉଦାହରଣ : ସେ ଏକ କୃତଘ୍ନ ଲୋକ, କାମ ସରିଗଲାପରେ କାହାକୁ ଚିହ୍ନୁନାହିଁ
ସମକକ୍ଷ : ଅକୃତଜ୍ଞ
अपने साथ किया हुआ उपकार न मानने वाला।
Not feeling or showing gratitude.
ଅର୍ଥ : ଛଳ କପଟ କିମ୍ବା କୌଣସି ପ୍ରକାରର ଚରିତ୍ରହୀନତା କରିବା
ଉଦାହରଣ : ବେଇମାନ ଲୋକମାନଙ୍କ ଉପରେ ଭରସା କରିବା ଉଚିତ ନୁହେଁ
ସମକକ୍ଷ : ବେଇମାନ
छल कपट या किसी प्रकार का अनाचार करनेवाला।
ସଂସ୍ଥାପନ କରନ୍ତୁ
अमेजन से खरीदेँ