ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୂଅକଣ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୂଅକଣ୍ଟା   ବିଶେଷ୍ୟ

ଅର୍ଥ : ଲୁହାରେ ତିଆରି ଅଙ୍କୁଶର ଲେନ୍ଥା ଯାହାଦ୍ୱାରା କୂଅରେ ପଡ଼ିଯାଇଥିବା ବାସନ ଆଦି ବାହାର କରାଯାଏ

ଉଦାହରଣ : ରାମୁକକା କୂଅରେ ପଡ଼ିଯାଇଥିବା ବାଲ୍‌ଟିକୁ କୂଅକଣ୍ଟାରେ ବାହାର କରୁଛନ୍ତି

ସମକକ୍ଷ : ବିଲେଇ

लोहे की अंकुड़ियों का वह गुच्छा जिससे कुएँ में गिरे हुए बरतन आदि निकालते हैं।

रामू काका कुएँ में गिरी हुई बाल्टी को काँटे से निकाल रहे हैं।
काँटा, कांटा

A hinged pair of curved iron bars. Used to raise heavy objects.

crampon, crampoon