ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଳଉଦ୍ଧାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଳଉଦ୍ଧାରକ   ବିଶେଷ୍ୟ

ଅର୍ଥ : କୁଳ ବା ବଂଶ ଉଦ୍ଧାର କରୁଥିବା ବା ପବିତ୍ର କରୁଥିବା ବ୍ୟକ୍ତି

ଉଦାହରଣ : କୁଳତାରଣର ପ୍ରତୀକ୍ଷାରେ ବୁଢ଼ୀର ଆଖି ଜଳକା ହୋଇଗଲାଣି

ସମକକ୍ଷ : କୁଳତାରଣ, କୁଳରକ୍ଷକ, କୁଳାଙ୍କୁର, ବଂଶରକ୍ଷକ, ବଅଂଶରକ୍ଷକ

कुल या वंश को तारने वाला या पवित्र करने वाला व्यक्ति।

कुलतारण की प्रतीक्षा में बूढ़ी आँखें पथरा गईं।
कुल-तारण, कुलतारण, कुलतारन