ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଣ୍ଡେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଣ୍ଡେଇବା   କ୍ରିୟାପଦ

ଅର୍ଥ : କଣ୍ଡୁ ନିବାରଣ ପାଇଁ ନଖରେ ରାମ୍ପୁଡ଼ି ହେବା

ଉଦାହରଣ : ଘିମିରିରେ ଅସ୍ତବ୍ୟସ୍ତ ଲୋକ ତା ପିଠି କୁଣ୍ଡାଉଛି

ସମକକ୍ଷ : କୁଣ୍ଡାଇବା, ରାମ୍ପିବା

खुजली मिटाने के लिए नाखूनों से अंग रगड़ना।

घमौरी से परेशान व्यक्ति अपनी पीठ खुजला रहा है।
खुजलाना, खुजाना

Scrape or rub as if to relieve itching.

Don't scratch your insect bites!.
itch, rub, scratch