ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ଉଦାହରଣ : ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
ସମକକ୍ଷ : ଅକୁଟିଳ, ଅବୋଧ, ଛଳହୀନ, ନିଷ୍କପଟ, ସରଳ, ସିଧା ସାଧା
जिसके मन में छल-कपट न हो और जो एकदम सीधा-सादा हो।
Lacking in sophistication or worldliness.
ସଂସ୍ଥାପନ କରନ୍ତୁ