ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଂଭାରୁଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଂଭାରୁଣୀ   ବିଶେଷ୍ୟ

ଅର୍ଥ : କୁମ୍ଭାର ଜାତିର ସ୍ତ୍ରୀ

ଉଦାହରଣ : କୁମ୍ଭାରୁଣୀ ହାଣ୍ଡି ବିକିବାପାଇଁ ବଜାରକୁ ଯାଇଥିଲା

ସମକକ୍ଷ : କୁମ୍ଭାରୁଣୀ

कुम्हार जाति की औरत।

कुम्हारिन घड़े बेचने के लिए बाजार गई थी।
कुंभकारिन, कुंभारिन, कुम्भकारिन, कुम्भारिन, कुम्हारन, कुम्हारिन, कुलालिन

ଅର୍ଥ : କୁମ୍ଭାରର ପତ୍ନୀ

ଉଦାହରଣ : କୁମ୍ଭାରୁଣୀ କାମରେ ତା ସ୍ୱାମୀକୁ ସାହାଯ୍ୟ କରେ

ସମକକ୍ଷ : କୁମ୍ଭାରୁଣୀ

कुम्हार की पत्नी।

कुम्हारिन अपने पति के काम में हाथ बटाती है।
कुंभकारिन, कुंभारिन, कुम्भकारिन, कुम्भारिन, कुम्हारन, कुम्हारिन, कुलालिन

A married woman. A man's partner in marriage.

married woman, wife