ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିମ୍ବଦନ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିମ୍ବଦନ୍ତୀ   ବିଶେଷ୍ୟ

ଅର୍ଥ : ଏଭଳି କଥା ଯାହା ଲୋକେ ପରଂପରା ଅନୁସାରେ ଶୁଣି ଆସୁଛନ୍ତି କିନ୍ତୁ ଯାହାର ସଠିକ ପ୍ରମାଣ ନାହିଁ

ଉଦାହରଣ : ଏହି ମନ୍ଦିର ସର୍ମ୍ପକରେ ଅନେକ କିମ୍ବଦନ୍ତୀ ପ୍ରଚଳିତ

ସମକକ୍ଷ : ଲୋକକଥା

ऐसी बात जो लोग परंपरा से सुनते आये हों, पर जिसके ठीक होने का कोई पुष्ट प्रमाण न हो।

इस मंदिर के बारे में कई दंतकथाएँ प्रचलित हैं।
किंवदंती, किंवदन्ती, दंतकथा, दन्तकथा, लोक कथन, लोक-कथन, लोककथन

A story about mythical or supernatural beings or events.

fable, legend