ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ପରିଶ୍ରମ, କ୍ରିୟାକଳପ ଆଦିରୁ ତିଆରି ବା ନିର୍ମିତ ହୋଇଥିବା ବା ଅସ୍ତିତ୍ୱରେ ଆସିଥିବା ଉତ୍ପାଦ
ଉଦାହରଣ :
ଆପଣଙ୍କ କାମ ବହୁତ ସୁନ୍ଦରମୁଁ ଆପଣଙ୍କୁ ନିଜର ସବୁଠାରୁ ଭଲ କାମ ଦେଖାଉଛି
ଅର୍ଥ : ଇନ୍ଦିୟଗୁଡ଼ିକର ନିଜନିଜ ବିଷୟ ଆଡ଼କୁ ପ୍ରବୃତ୍ତି
ଉଦାହରଣ :
କାମ, କ୍ରୋଧ, ଅହଙ୍କାର, ଲୋଭ ଆଦି ମନୁଷ୍ୟର ଶତ୍ରୁ