ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାମ-ଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାମ-ଶାସ୍ତ୍ର   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଏବଂ ପୁରୁଷର ସଂଭୋଗର ପ୍ରକାର ଭେଦ, ରୀତି, ଏହାମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ତଥା ପ୍ରେମସମ୍ବନ୍ଧୀ କଥାବର୍ତ୍ତାର ବିବେଚନା ହୋଇଥିବା ଶାସ୍ତ୍ର

ଉଦାହରଣ : କାମଶାସ୍ତ୍ରର ଅଧ୍ୟୟନ କେବଳ ବୟସ୍କମାନେ କରିବା ଉଚିତ୍

ସମକକ୍ଷ : କାମଶାସ୍ତ୍ର

वह शास्त्र जिसमें स्त्री और पुरुष के संभोग के प्रकारों, रीतियों, उनके बीच पारस्परिक आकर्षक तथा प्रेम-संबंधी बातों का विवेचन होता है।

कामशास्त्र का अध्ययन केवल वयस्कों को करना चाहिए।
काम-शास्त्र, कामशास्त्र

(Hinduism) an ancient Sanskrit text giving rules for sensuous and sensual pleasure and love and marriage in accordance with Hindu law.

kamasutra