ଅର୍ଥ : ଖାଦ୍ୟ ରୂପେ ବ୍ୟବହାର କରୁଥିବା କାକୁଡ଼ି ଜାତୀୟ ଏକ ଲତାର ଫଳ
ଉଦାହରଣ :
କୃଷକ ବିଲରେ କାକୁଡ଼ିରେ କୀଟନାଶକ ଔଷଧ ଛିଞ୍ଚୁଛି
ଅର୍ଥ : ଏକ ଲମ୍ବା, ପତଳା ଫଳ ଯାହା ବିଲରେ ଲଗାଯାଏ
ଉଦାହରଣ :
ଗରମ ଦିନେ ଲୋକେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି
ଅର୍ଥ : ଏକପ୍ରକାର ଲତା ଯେଉଁଥିରେ ଲମ୍ବା ଫଳ ହୁଏ
ଉଦାହରଣ :
ବାଲିଆମାଟିରେ କାକୁଡ଼ି ଫସଲ ଭଲ ହୁଏ