ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷ୍ଟ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷ୍ଟ ଦେବା   କ୍ରିୟାପଦ

ଅର୍ଥ : କୌଣସି ଘାଆଆଦିକୁ ଏପରି ଛୁଇଁବା ଯେପରି କଷ୍ଟ ହେବ

ଉଦାହରଣ : ଅଜାଣତରେ ସେ ମୋର ଘାଆକୁ କଷ୍ଟଦେଲା


ଅନ୍ୟ ଭାଷାରେ ଅନୁବାଦ :

किसी के घाव आदि को ऐसे छूना कि वह दर्द करने लगे।

अनजाने में उसने मेरा फोड़ा दुखा दिया।
दुखाना

Cause injuries or bodily harm to.

injure, wound

ଅର୍ଥ : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା

ଉଦାହରଣ : ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ

ସମକକ୍ଷ : ଚିଡ଼େଇବା, ବିରକ୍ତ କରିବା, ରଗାଇବା


ଅନ୍ୟ ଭାଷାରେ ଅନୁବାଦ :

कभी के किए हुए अपने उपकार या दूसरे के अपराध का उल्लेख करके ताना देना।

श्याम अपने अपंग भाई को बहुत उघटता है।
उकटना, उगटना, उघटना

Harass with persistent criticism or carping.

The children teased the new teacher.
Don't ride me so hard over my failure.
His fellow workers razzed him when he wore a jacket and tie.
bait, cod, rag, rally, razz, ride, tantalise, tantalize, taunt, tease, twit