ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷା   ବିଶେଷ୍ୟ

ଅର୍ଥ : କଷା ହେବା ଭାବ ବା ଅବସ୍ଥା

ଉଦାହରଣ : କଷାଳିଆ କାରଣରୁ ମୁଁ ଏହି ଫଳ ଖାଇପାରିଲି ନାହିଁ

ସମକକ୍ଷ : କଷାପଣ, କଷାଳିଆ, କଷାୟ

कसैला होने की अवस्था या भाव।

कसैलेपन के कारण मैं यह फल नहीं खा पा रहा हूँ।
कसाव, कसैलापन

ଅର୍ଥ : କଷା, ପିତା ହେବାର ଅବସ୍ଥା ବା ଭାବ

ଉଦାହରଣ : କଲରାରେ ଖଟା ଢାଳିଲେ ତାର ପିତା କମ ହୋଇଯାଏ

ସମକକ୍ଷ : ପିତା

कड़ुआ होने की अवस्था या भाव।

खटाई डालने से करेले की कड़ुवाहट कम हो जाती है।
कटुकत्व, कटुता, कटुत्व, कड़वापन, कड़वाहट, कड़ुआपन, कड़ुआहट, कड़ुवाई, कड़ुवापन, कड़ुवाहट, तल्ख़ी, तल्खी

A sharp bitterness.

acerbity